ପଣ୍ଡକିମାଳ ଚୌରି ଛକ ନିକଟରେ ଯାତ୍ରୀବାହି ବସ୍ ସହ ପାଉଁସ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା , ୩ ଜଣ ଗୁରୁତର ବସ୍ ହାଇଓ୍ୱା ଗାଡି ମୁଁହା ମୁହିଁ ଧକ୍କା,୩ଜଣ ଗୁରୁତର ,ମେଡିକାଲରେ ଭର୍ତ୍ତି, ବସରେ ଥିବା ଅନ୍ୟ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର,ରେଢାଖୋଲ- ବୌଦ୍ଧ ରାସ୍ତାର ପଣ୍ଡକିମାଳ ଚୌରି ଛକ ନିକଟରେ ଅଗ୍ନି ନାମକ ନାଇଟ କୋଚ ବସ୍ ସହ ପାଉଁଶ ବୋଝେଇ ହାଇଓ୍ୱା ସହ ମୁହା ମୁହିଁ ଧକ୍କା ହୋଇଛି ,ଫଳରେ ପାଉଁଶ ବୋଝେଇ ହାଇଓ୍ୱା ଗାଡିଟି ଧକ୍କା ଦେବା ପରେ ରାସ୍ତା ତଳକୁ ଓଲୋଟି ପଡିଛି, ହାଇଓ୍ୱା ଗାଡିର ଡ୍ରାଇଭର,ହେଲପର ଗୁରୁତର ହୋଇଥିବା ବେଳେ ବସର ଜଣେ ଯାତ୍ରୀ ସାମାନ୍ୟ ଆହତ ହୋ