ବାରିପଦା ମ୍ୟୁନିସିପାଲଟି: ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ ଟ୍ରେନରେ ଏକ ମାସ ପାଇଁ ଚେୟାର କାର୍ ବଗି ବୃଦ୍ଧି ନେଇ ସୂଚନା
Baripada M, Mayurbhanj | Jul 30, 2025
ପୁରୀ-ବାଙ୍ଗିରିପୋଷି ଟ୍ରେନରେ ଗୋଟିଏ ଦ୍ୱିତୀୟ ଶ୍ରେଣୀ ନନ ଏସସି ଚେୟାର କାର୍ ବଗି ଅସ୍ଥାୟୀ ଭାବରେ ବୃଦ୍ଧି ହୋଇଛି। ଏନେଇ ଦକ୍ଷିଣ-ପୂର୍ବ...