ଧର୍ମଗଡ: ବାଲେଶ୍ୱର ର ଫକିର ମୋହନ କଲେଜ ଛାତ୍ରୀ ଆତ୍ମହୁତି ଘଟଣା, ଧର୍ମଗଡ ଠାରେ ଯୁବ କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ
Dharamgarh, Kalahandi | Jul 16, 2025
ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହୁତି ମାମଲାରେ ଧର୍ମଗଡ ଆମ୍ବେଦକର ଛକ ନିକଟରେ ଧର୍ମଗଡ ଯୁବ କଂଗ୍ରେସ ପକ୍ଷରୁ ବୁଧବାର ସନ୍ଧ୍ୟା...