ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ପଂଚାୟତର ଗୃହ ଠାରେ ଯକ୍ଷ୍ମା ଲକ୍ଷଣ ଥିବା ଲୋକମାନଙ୍କ ପାଇଁ 109ଟି X-Ray ଯାଞ୍ଚ କରାଯାଇଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମ ଅ।ଜି ଦିନ 12 ଘଣ୍ଟ ସମୟର ହୋଇଥିବାର ଖବର ମିଳିଥିବା ବେଳେ କଇଠଖଣ୍ଡି ଗ୍ରାମ ପଂଚାୟତର ସରପଞ୍ଚ ମନୋରଞ୍ଜନ ଗୌଡ଼ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଦେଇଥିଲେ । CHO ଓ STS ପୂର୍ଣ୍ଣଚନ୍ଦ୍ର ସେଠି ଉପସ୍ଥିତ ଥିଲେ । ଏହି ପଦକ୍ଷେପ ଦ୍ୱାରା ଯକ୍ଷ୍ମା ରୋଗଙ୍କୁ ପ୍ରାରମ୍ଭିକ ଚି଼ହ୍ନଟି କରଣ ଓ ଦରକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।