ଛତ୍ରପୁର: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ, ଜାତୀୟ ରାଜପଥ ସାନ ଘାଟିରୁ ୫୦ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ
Chhatrapur, Ganjam | Jul 25, 2025
ଏକ ଟ୍ରକ୍ ରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଟିମ୍ ।୧୬ ନମ୍ବର ଜାତୀୟ ରାଜପଥ ସାନ ଘାଟିରୁ ଏହି...