କୋଟପାଡ: ହାଟଗୁଡା ଗାଁ ଜଙ୍ଗଲରେ ଅବକାରୀ ଚଢ଼ାଉ ବହୁପରିମାଣର ମଦ ଓ ପଚନଷ୍ଟ
Kotpad, Koraput | Jul 27, 2025 ହାଟଗୁଡା ଗାଁ ଜଙ୍ଗଲରେ ଅବକାରୀ ଚଢ଼ାଉ ବହୁପରିମାଣର ମଦ ଓ ପଚନଷ୍ଟ ବୋରିଗୁମ୍ମା ବ୍ଲକ ବୋରିଗୁମ୍ମା ଥାନା ଅନ୍ତର୍ଗତ ବୋରିଗୁମ୍ମା ଅବକାରୀ କର୍ମଚାରି ହାଟଗୁଡା ଗାଁ ଜଙ୍ଗଲ ରେ ଚଡାଉ କରି ଦେଶୀ ମଦ ଓ ପଚ ନଷ୍ଟ କରିଛନ୍ତି। ଗାଁ ଜଙ୍ଗଲରେ ଅନେକ ଦିନ ଧରି ଦେଶୀ ମଦ ରନ୍ଧା ଯାଉଥିଲା।ଗାଁ ଲୋକେ ବହୁତ ଦିନ ଧରି ଅବକାରୀ ବିଭାଗ କୁ ଅଭିଯୋଗ କରି ଆସୁଥିଲେ କି ଗାଁ ରେ ଦେଶୀ ମଦ ରନ୍ଧା ବନ୍ଦ କରାଯାଉ। ବାରମ୍ବାର ମଦ ରନ୍ଧା ଯାଉଛି ଆଜି ପୂଣି ବୋରିଗୁମ୍ମା ଅବକାରୀ ଥାନା ଅଧିକାରୀ ବିଶ୍ୱଜିତ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଅବକାରୀ ଟିମ ଚଢ଼ାକରିଛନ୍ତି