ବଗଦିରୀ ଠାରେ ସ୍ଥାନୀୟ ସରପଞ୍ଚଙ୍କ ମକା ଗଦାରେ ଲାଗିଲା ନିଆଁ l ଅଗ୍ନିକାଣ୍ଡ ଯୋଗୁଁ 4 କୁଇଣ୍ଟାଲ ମକା ସମ୍ପୂର୍ଣ ଜଳି ନଷ୍ଟ ହୋଇଯାଇଛି ଏଭଳି ଘଟଣା କୁନ୍ଦୁରା ବ୍ଲକ ଅନ୍ତର୍ଗତ ବାଗଦେରୀ ପଂଚାୟତ ସଦର ମହକୁମା ଠାରେ ଘଟିଛି l ସ୍ଥାନୀୟ ପଂଚାୟତ ସରପଞ୍ଚଙ୍କ 10 ଏକର ମକା ଚାଷ ଅମଳ ମକା ଏକାଠି ଗଦା କାରି ରଖିଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଛି l ଖବର ପାଇଁ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟୋତ୍ତ କରିଥିଲେ ଫଳରେ ଅଳ୍ପକେ ବର୍ତ୍ତିଲା ପାଖରେ ଥିବା ଶହ ଶହ ମକା ବସ୍ତା l