ଜଗତସିଂହପୁର: ଓଡିଶା ସ୍କୁଲ କଲେଜ ଓ କର୍ମଚାରୀ ସମନ୍ନୟ ସମିତି ନାଉଗାଁ ଶାଖା ପକ୍ଷରୁ ୬ ଦଫା ଦାବି ନେଇ ମଣ୍ଡଳ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ
Jagatsinghapur, Jagatsinghpur | Aug 2, 2025
ଓଡିଶା ମାଧ୍ୟାମିକ ସ୍କୁଲ ସଂଘ ତଥା ଓଡିଶା ସ୍କୁଲ କଲେଜ ଓ କର୍ମଚାରୀ ସମନ୍ନୟ ସମିତି ନାଉଗାଁ ଶାଖା ପକ୍ଷରୁ ବିଭିନ୍ନ ଛ ଦଫା ଦାବିକୁ ନେଇ...