ଗୋପାଳପୁର: ଗୋପାଳପୁର ନିକଟସ୍ଥ ମା ଗଙ୍ଗେଇଶୁଣି ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଳା ମିନି ପିକଅପ ମାଲିକ ସଂଘ ପକ୍ଷରୁ ବୈଠକ
ଗୋପାଳପୁର ନିକଟସ୍ଥ ମା ଗଙ୍ଗେଇଶୁଣି ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଆଜି ଗଞ୍ଜାମ ଜିଲ୍ଳା ମିନି ପିକଅପ ମାଲିକ ସଂଘ ପକ୍ଷରୁ ବୈଠକ ସଭାପତି ତ୍ରିପତି ମାଦଳାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରବିବାର ଅନୁଷ୍ଠିତ ବୈଠକରେ ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋଚନା ହୋଇଛି। ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସଭାପତି ତ୍ରିପତି ମାଦଳା।