କାଲିମେଳା: ଉତ୍କୃଷ୍ଟ ସାମ୍ବାଦିକତା ପାଇଁ ସାମ୍ବାଦିକ ହେଲେ ପୁରସ୍କୃତ, ବିଭିନ୍ନ ବ୍ଲକର ପ୍ରତିନିଧି ହେଲେ ସନ୍ମାନୀତ
Kalimela, Malkangiri | Jun 24, 2025
ଉତ୍କୃଷ୍ଟ ସାମ୍ବାଦିକ ପାଇଁ ଗତକାଲି ତା 23.06.2025 ରିଖ କାଲିମେଳା ବ୍ଲକ ପ୍ରତିନିଧି ଦୁଶାସନ ମହାପାତ୍ର ସମେତ ଚିତ୍ରକୋଣ୍ଡା, ଗୋବିନ୍ଦପଲ୍ଲୀ...