ବ୍ରହ୍ମଗିରି: ବକ୍ସିଜଗବନ୍ଧୁ ବିଦ୍ୟାଧର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରେ ବୃକ୍ଷରୋପଣ କାର୍ଯ୍ୟାକ୍ରମ ଅନୁଷ୍ଠିତ।
ବୁଧବାର ୩ ଘଟିକା ସମୟରେ ଜାତୀୟ ସେବା ଯୋଜନା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରେଞ୍ଜର ଫରେଷ୍ଟର ସମ୍ପାଦକ ସମେତ କଲେଜ ଅଧ୍ୟକ୍ଷ ଡ଼ ଦେବାଶିଷ ଜେନା ପ୍ରମୁଖ ଯୋଗଦେଇଥିଲେ।