Public App Logo
Jansamasya
National
Bihar
Madhya_pradesh
Indianrailways
Kalpanachawla
New_delhi
Chandigarh
South_delhi
Shahdara
Beattheheat
���हीद_दिवस
North_east_delhi
Nagaland
East_delhi
North_delhi
West_delhi
Notoadulteration
Railone
North_west_delhi
���िश्व_जल_दिवस
Thodadhyanse
Capacitybuilding
Educationforall
Worldwaterday
Railsafety
Chaitranavratri
���ंतर्राष्ट्रीय_वन_दिवस
Bipinrawat
Cds

ଜଟଣୀ: ଶରତ ପାଇକରାୟ ଷ୍ଟାଡିୟମରେ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ମହୋତ୍ସବ ନେଇ ସୀତାକାନ୍ତ,ରବିନାରାୟଣ ଓ ବିଶ୍ୱରଞ୍ଜନ ରଖିଲେ ପ୍ରତିକ୍ରିୟା

Jatani, Khordha | Aug 26, 2025
ଜଟଣୀ ଶରତ ପାଇକରାୟ ଷ୍ଟାଡିୟମରେ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ମହୋତ୍ସବ ନେଇ କଳିଙ୍ଗ ଯୁବ ପରିଷଦର ଆବାହକ ସୀତାକାନ୍ତ ନାୟକ ଓ ସଭାପତି ରବିନାରାୟଣ ଦାସ ଏବଂ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡ଼ଜେନା ରଖିଲେ ପ୍ରତିକ୍ରିୟା | ସେମାନେ 26 ତାରିଖ ରାତି ସାଢେ 11 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଛନ୍ତି |