ସୋନପୁର: ଇଚ୍ଛାପୁର ପଂଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗ୍ରାମରେ ଧାନ ଖରୀ ରେ ଲାଗିଲା ନିଆଁ ସମ୍ପୂର୍ଣ୍ଣ ପୋଡି ପାଉଁଶ
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର ପଂଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗ୍ରାମରେ ଧାନ ଖରୀ ରେ ଲାଗିଲା ନିଆଁ ସମ୍ପୂର୍ଣ୍ଣ ପୋଡି ପାଉଁଶ। ସୂଚନା ମୁତାବକ କେନ୍ଦୁମୁଣ୍ଡା ଗ୍ରାମର ନରେନ୍ଦ୍ର ପୁଟେଲ ତାଙ୍କର ତିନି ଏକର ଜମି ରେ ଧାନ ସାଂଗ୍ରହ କରି ରଖିଥିବା ବେଲେ ଆଜି ସଖାଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା। ଧାନ ଖରୀ ରେ ନିଆଁ ଜଳୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ।ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକେ ନିଆଁ କୁ ଲିଭାଇ ବା ପାଇଁ ପ୍ରୟାସ କରିଥିଲେ ହେଲେ ନିଆଁ ର ମାତ୍ର ଅଧିକ ତୀବ୍ରତର ହେବାରୁ ଡୁଙ୍ଗୁରିପାଲି ଦମକଳ ବାହିନୀକୁ ଫୋନ କରି ଡାକି ଥିଲେ ଲୋକେ