ରାଉରକେଲା ମ୍ୟୁନିସିପାଲଟି: ରଘୁନାଥପାଲ୍ଲୀ ଥାନାର ବଡ଼ ସଫଳତା, ତା ୧୭ ଜୁଲାଇ ଘଟଣାର ଅଭିଯୋଗକୁ ତଦନ୍ତ କରି ଚୋରି ଜିନିଷ ଜବତ ସହ, ଦୁଇ ଜଣ ଚୋରଙ୍କୁ ହାଜତକୁ ପଠାଗଲା..
Raurkela M, Sundargarh | Jul 18, 2025
ଜୁଲାଇ ୧୮ ତାରିଖ ସନ୍ଧ୍ୟା ୫ଟା ୫୦ ମିନିଟର ମେସେଜ ଅନୁସାରେ ଜଣାଇଛନ୍ତି, ରଘୁନାଥପଲ୍ଲୀ ଥାନା ଅନ୍ତର୍ଗତ ସିଭିଲଟାଉନସିପ, ଘର ନଂ G/46 ରେ...