ପଟ୍ଟାଙ୍ଗୀ: କଂଗ୍ରେସ ବ୍ଲକ ପ୍ରତିନିଧିଦଳ ନନ୍ଦପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ,ଲଗାଣ ବର୍ଷା ରେ ରାସ୍ତା ଘାଟ ଶଚନୀୟ ଅବସ୍ଥା ନେଇ କଲେ ସମୀକ୍ଷା
Pottangi, Koraput | Jul 30, 2025
ଗତ ଏକ ମାସ ଋ ଉର୍ଦ୍ଧ ହେବ ବର୍ଷା ରେ ହିନସ୍ଥା ଭୋଗୁଛନ୍ତି ବ୍ଲକ ବାସୀ l ସେପଟେ ବର୍ଷା ବିତ୍ପାତ ନେଇ ବିଭିନ୍ନ ଅଂଚଳ ରେ ଚାଷ କ୍ଷୟ କ୍ଷତି ହୋଇ...