ଧର୍ମଗଡ: ବ୍ରାହ୍ମଣ ଛେଣ୍ଡିଆ ସ୍କୁଲରେ ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ, ତଦାରଖ କଲେ ଜିଲ୍ଲା ଶିକ୍ଷା ଅଧିକାରୀ
Dharamgarh, Kalahandi | Jul 19, 2025
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ସକାଳ ୯ ଟା ରୁ ଏହି ଶିକ୍ଷା ବର୍ଷର ପ୍ରଥମ...