ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ବ୍ଲକ ଅଧକ୍ଷ ଙ୍କ ଦ୍ଵାରା ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କଲେ ବ୍ଲକ ଅଧକ୍ଷ
ଆଜି ୦୩ ତାରିଖ ବୁଧବାର ୧୦ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମର ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରିଛନ୍ତି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ସେବା ହିଁ ସଂଗଠନ ମାଧ୍ୟମରେ ବ୍ଲକ ର ୨୮ ଗୋଟି ପଞ୍ଚାୟତ ର ଅସହାୟ, ବୃଦ୍ଧ, ବୃଦ୍ଧା ମାନଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର କମ୍ବଳ ବଣ୍ଟନ କରିଛନ୍ତି।ଆଜି ଉଦେଶ୍ରୁଙ୍ଗ, ମାନଝରୀ, ଗୋଲାମୁଣ୍ଡା, ଖଳିଆକାନି, ନକଟିକାନି, ଗଣ୍ଡ।ମେର, ବୃନ୍ଦାବାହାଲ, ଚପ୍ରିୟା ଏବଂ ଖଲିଆପାଲି ଗ୍ରାମପଞ୍ଚାୟତ ରେ ୩୨ ଶହ ରୁ ଅଧିକ କମ୍ବଳ ବଣ୍ଟନ କରିଛନ୍ତି।ତାଙ୍କ ସହିତ ଭାରତୀୟ ଜନତା ପାର୍ଟିର ରାଜ୍ୟ କା