ମୋରଡା ନିର୍ବାଚନମଣ୍ଡଳୀ ଅଧୀନ ଶୁଳିଆପଦା ବ୍ଲକ ଉଫାଲଗଡିଆ ପଞ୍ଚାୟତର ସାନ ଖୁଣ୍ଟାପାଳ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରର ପାଚିକା ସହାୟିକା ଚୟନକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଉପୁଜିଥିବା ବିବାଦରୁ ଚଳିତମାସ ୨ତାରିଖରୁ ଅଙ୍ଗନବାଡିକେନ୍ଦ୍ରରେ ତାଲା ପକାଇ ଦେଇଥିବା ବେଳେ ଶେଷରେ ଶୂଳିଆପଦା ବ୍ଲକପ୍ରଶାସନ ଏବଂ ଅଧିକାରୀଙ୍କ ହସ୍ତକ୍ଷେପ ପୂର୍ବକ ଆପୋଷ ଆଲୋଚନାପରେ ଗୁରୁବାର ଅପରାହ୍ନ ତିନିଟାରେ ଖୋଲିଲା ଅଙ୍ଗନବାଡି କେନ୍ଦ୍ର l