ଟିଟିଲାଗଡ: ଠିକାଦାର ପଡ଼ାରେ ସୁନା ସଫାକରି ଦେବି କହି ଚେନ୍ ଓ ଚୁଡ଼ିନେଇ ଆଖି ପିଛୁଳାକେ ଫେରାର୍ ହୋଇଗଲେ ଦୁଇ ଜଣ ଚୋର
Titlagarh, Balangir | Jun 6, 2025
ଚୋରଙ୍କ ଅଭିନବ ଉପାୟରେ ଚୋରି । ଘରକୁ ଆସିଲେ, ଆଉ ସୁନା ସଫା କରି ଦେବି କହି ସୁନା ଚେନ୍ ଓ ଚୁଡ଼ି ମାଗିଲେ, ଏହା ପରେ ଅଖି ପିଛୁଳାକେ ସୁନା...