ବରଗଡ: ଗାନ୍ଧୀ ଛକ ଓ ଅନ୍ୟାନ୍ୟ ଛକରେ କଂଗ୍ରେସ କମିଟି ପକ୍ଷରୁ କରାଗଲା ବନ୍ଦ ପାଳନ,ଶୁଣନ୍ତୁ ପ୍ରତିକ୍ରିୟା
Bargarh, Bargarh (Baragarh) | Jul 17, 2025
ବରଗଡ଼ରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଗୁରୁବାର ସକାଳ 6 ଘଣ୍ଟା ସମୟରେ ବରଗଡ଼ ଗାନ୍ଧି ଛକ,ଭଟଲି ଛକ ହଳଦୀପାଲି ଛକ ସହ ବିଭିନ୍ନ ଏରିଆରେ...