ଗୋପାଳପୁର: ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଭୁବନେଶ୍ଵର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣ ରଖିଲେ ଗୋପାଳପୁର ବିଧାୟକ ତଥା ମନ୍ତ୍ରୀ
ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଭୁବନେଶ୍ଵର ଠାରେ ଶନିବାର ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣ ରଖିଲେ ଗୋପାଳପୁର ବିଧାୟକ ତଥା ମନ୍ତ୍ରୀ ବିଭୁତି ଭୂଷଣ ଜେନା । ସଡ଼କ ସୁରକ୍ଷା ଜୀବନ ରକ୍ଷା କେବଳ ଏକ ସ୍ଲୋଗାନ ନ ହୋଇ ସରକାର ଓ ଜନତା ଙ୍କ ସାମୂହିକ ଭାଗିଦାରୀରେ ଏହା ଏକ ଜନ ଆନ୍ଦୋଳନ ରେ ପରିଣତ କରିବାକୁ ଆହ୍ବାନ ଦେଇଛନ୍ତି ଶ୍ରୀ ଜେନା।