ଜୁନାଗଡ଼ ଥାନା ଜାରିଙ୍ଗ ନିକଟରେ ପିକଅପ ଓ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ରେ ରଣପୁର ଗାଁ ର ବାଇକ ଆରୋହୀ ସମୀର ଚିନ୍ଦା ଙ୍କ ମୃତ୍ୟୁ ହୋଇଥିବା ବେଳେ ଜ୍ୟୋତି ଶବର ଗୁରୁତର ହୋଇଥିଲେ। ପରିବାର ଲୋକେ ଥାନାରେ ଏତଲା ଦେଲା ପରେ ଜୁନାଗଡ଼ ଥାନା କେଶ ନମ୍ବର ୨୪/୨୬ ରେ ଏକ ମାମଲା ରୁଜୁ କରି ଜୁନାଗଡ଼ ହସ୍ପିଟାଲ ରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ଶବ ହସ୍ତାନ୍ତର କରିଛି ପୋଲିସ।