ପୋଲସରା: ପୋଲସରା ଠାରେ ମତ୍ସ୍ଯ ଦିବସକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଆଜି ହୋଉଛି ମତ୍ସ୍ଯ ଦିବସ ଏହାକୁ ନେଇ ପୋଲସରା ଠାରେ ଅପରାହ୍ନ ୫ ଘଣ୍ଟା ସମୟରେ ମତ୍ସ୍ଯ ଦିବସକୁ ନେଇ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ପ୍ରତିକ୍ରିୟା ରଖି ମତ୍ସ୍ଯ ଚାଷୀକୁ ଗୁରୁତର ଦିଆଯିବ ବୋଲି କହିବା ସହିତ ମତ୍ସ୍ଯ କେବେ ଠାରୁ କେଉଁଠି ହୋଇଥିଲା ପ୍ରକାଶ କରିଥିଲେ।