ଜଗତସିଂହପୁର: କୋଦଳପଳସା ନିକଟରେ ନାଳକୁ ଖସିଲା କାର ,ଦୁଇଜଣ ଆହତ ଅବସ୍ଥାରେ ଉଦ୍ଧାର ହୋଇ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ।
Jagatsinghapur, Jagatsinghpur | Jul 30, 2025
ଜଗତସିଂହପୁର ସଦରବ୍ଲକ କୋଦଳପଳସା ନିକଟରେ ନାଳକୁ ଖସିଲା କାର ,ଦୁଇଜଣ ଆହତ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ।ଆଜି ରାତି ୯ ଟା ସମୟରେ...