ଆନନ୍ଦପୁର: ହାଟଡିହି ପଞ୍ଚାୟତ ସମିତିର ୯ମ ଅଧିବେଶନ ଅନୁଷ୍ଠିତ, ଯୋଗଦେଲେ ବିଧାୟକଙ୍କ ସମେତ ସମସ୍ତ ପଦାଧିକାରୀ
Anandapur, Kendujhar | Jul 22, 2025
ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସମିତିର ୯ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ଅଧ୍ୟକ୍ଷତାରେ...