ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ଖସୁଛି ପାରଦ ବଢୁଛି ଶୀତ, ଘନ କୁହୁଡ଼ିକୁ ନେଇ ଝାରସୁଗୁଡା ଜିଲ୍ଲା ପାଇଁ ୟେଲୋ ୱାର୍ନିଙ୍ଗ ଜାରି କଲା ପାଣିପାଗ ବିଭାଗ
ଝାରସୁଗୁଡା ଜିଲ୍ଲାରେ ଖସୁଛି ପାରଦ ବଢୁଛି ଶୀତ, ତେବେ ଘନ କୁହୁଡ଼ିକୁ ନେଇ ଝାରସୁଗୁଡା ଜିଲ୍ଲା ପାଇଁ ୟେଲୋ ୱାର୍ନିଙ୍ଗ ଜାରି। ଝାରସୁଗୁଡା ଜିଲ୍ଲାରେ ତାପମାତ୍ର ଖସିବା ସହିତ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଲିକ ପାଣିପାଗ ବିଭାଗ। ତେବେ ଆସନ୍ତା 4 ତାରିଖ ଗୁରୁବାର ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଝାରସୁଗୁଡା ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ହେବା ସହିତ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ ରହିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ଏହାକୁ ନେଇ ଆସନ୍ତା ୦୪ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଝାରସୁଗୁଡା ଜିଲ୍ଲା ପାଇଁ