ଝାରସୁଗୁଡା: ଝାରସୁଗୁଡାର ଯୋଗାଯୋଗ ଓ ରେଳ ଭିତ୍ତିଭୂମି ବିକାଶ ପାଇଁ ଆଜି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଭେଟିଲେ ଟଙ୍କଧର ତ୍ରିପାଠି
ଆଜି ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ ନୂଆଦିଲ୍ଲୀରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଓ ଟଙ୍କଧର ତ୍ରିପାଠୀ ଜୀଙ୍କ ସହିତ ଏକ ବିସ୍ତୃତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଝାରସୁଗୁଡା ସହରର ପୁରୁଣା ବସ୍ ଷ୍ଟାଣ୍ଡରୁ ଝାଣ୍ଡା ଚୌକକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ସହିତ ସଂପୃକ୍ତ ଦୀର୍ଘଦିନର ଦାବି ପ୍ରତି ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ