କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁମ୍ଭାରିପୁଟ ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରଥମ ଥରପାଇଁ ପି ଏମ ଶ୍ରୀ ଉତ୍ସବ ପାଳନ ହୋଇଯାଇଥିବା ଦିନ ୩ଟା ସମୟରେ ଦେଖିବାକୁ ମିଳିଛି I ଏହି କାର୍ଯ୍ୟକ୍ରମ ଭାରତର ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ଶିକ୍ଷାକୁ ବିକୋଶିତ କରିବା ପାଇଁ ଏହା ଏକ ମାର୍ଗ ଭାବରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ କୋରାଯାଉଛି I