ସାବିତ୍ରା ସତ୍ୟ ବାନ କଥା ନିଶ୍ଚିନ୍ତ ଶୁଣି ଥିବେ l ସ୍ବାମୀ ର ଜୀବନ ବଞ୍ଚାଇବାକୁ ସ୍ତ୍ରୀ ଯମ ଦୂତ ସହ ଲୋଡି ଯାଇଥିଲେ l ଠିକ ସେହି ପରି ପୁଅ ର ଜୀବନ ବଞ୍ଚାଇବାକୁ ଯମଦୁତ ସହ ଲୋଡିଗଲେ ପିତା l ସୂଚିତ ଯେ କୋରାପୁଟ ଜିଲ୍ଲା ଲମତା ପୁଟ ବ୍ଲକ କର୍ମଚାରୀ ଙ୍କ ଚିକିତ୍ସା ଧୀନ ଅବସ୍ଥା ରେ ଆଜି ମୃତ୍ୟୁ ଘଟିଛି l