ଆଦୌ ନାମ ଲେଖାଇନଥିବା, ଅଧାରୁ ପାଠ ଛାଡ଼ିଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଅପରାହ୍ନ ୩ଟା ବେଳେ କଲମପୁର ବ୍ଲକର ପ୍ରତ୍ୟେକ କ୍ଲଷ୍ଟରରେ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଛାତ୍ରଛାତ୍ରୀ,ଶିକ୍ଷକ, ଅଭିଭାବକ, ଉକ୍ତ ଅଞ୍ଚଳର ଜନ ପ୍ରତିନିଧି, ଶିକ୍ଷାବିତ ତଥା ବୃଦ୍ଧିଜୀବିମାନଙ୍କୁ ନେଇ ଏକ ଶିକ୍ଷା ସଚେତନ ପଦଯାତ୍ରା କରାଯାଇଥିଲା। ପରେ ପରେ ଏକ ଶିକ୍ଷା ସଭା ଅନୁଷ୍ଠିତ ହୋଇଥିଲା।