ନର୍ଲା: ତୁଳା ଗାଁ ର ଖିରସିନ୍ଧୁ ପଟେଲ ଙ୍କ ଧାନ ଚାଷ ଫସଲ ଗାଇ ଗୋରୁ ନଷ୍ଟ କରିଥିବା ଘଟଣା ଆଜି ଥାନାରେ ଅଭିଯୋଗ
ଗତ ଷୋମବାର ଦିନ ବାଲି ପଡା ସ୍ଥିତ ଗାଈ ଗୀରୁ ବଜାରରୁ ହଜାର ହଜାର ଗାଈ ଚୋରା ଚାଲାଣ ହେଉଥିବା ବେଳେ ତୁଳା ଗାଁ ର ଖିରଶିନ୍ଧୁ ପଟେଲ ଙ୍କ ଧାନ ଚାଷ ଫସଲ କୁ ଗାଈ ଗୋରୁ ଙ୍କ ଦ୍ଵାରା ନଷ୍ଟ କରିଥିବା ଘଟଣା କୁ ନେଇ ଆଜି ମଙ୍ଗଳବାର ଦିନ ଅପରାହ୍ନ ତିନିଟା ସମୟରେ ଥାନାରେ ଅଭିଯୋଗ କରିଛନ୍ତି