ନାବାଳିକା ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭାଇରାଲ , ପ୍ରେମିକ ଗିରଫ ,ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ନାବାଳିକା ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତ ର ଫୋଟୋ ଭାଇରାଲ କରି ଜଣେ ଯୁବକ କୁ ଶନିବାର ସକାଳେ ଗିରଫ କରି ସମ୍ବଲପୁର ପୋକ୍ସୋ କୋର୍ଟ ରେ ଚାଳାଣ କରାଯାଇଛି । ଗିରଫ ଯୁବକ ଜଣକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟିମୁର ଗ୍ରାମର ଅମିତ ପ୍ରଧାନ । ଅମିତ ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ନାବାଳିକା ଯୁବତୀଙ୍କ ସହିତ ଗତ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରିଖିଥିଲା ଏବଂ ଅନ୍ତରଙ୍ଗ ମୁହୁର୍