ନୂଆଗାଁ: କୋଲଥିଆରେ ମହାନ ପୌରାଣିକ ନାଟକ ଉଦଘାଟନ କଲେ ଚିକିଟି ବିଧାୟକ
Nuagaon, Ganjam | Sep 18, 2024 ଚିକିଟି ନିର୍ବାଚନ ମଣ୍ଡଳୀ କେ ନୂଆଗାଁ ପଞ୍ଚାୟତର କୋଲଥିଗାଁ ଗ୍ରାମରେ ମହାନ ପୌରାଣିକ ନାଟକ ମଞ୍ଚସ୍ତ ହୋଇଛି l ଏହାକୁ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉଦଘାଟନ କରିଥିଲେ l ଲୋକକାଳ ସମସ୍ତଙ୍କୁ ଏକତା ଭିତରେ ବାନ୍ଧି ରଖିଥାଏ ବୋଲି କହିଥିଲେ l