ଭଟଲି: ସୁଲସୁଲିଆସରକାରୀଉଚ୍ଚପ୍ରାଥମିକବିଦ୍ୟାଳୟରେ
ସ୍ବର୍ଗତ କାର୍ତ୍ତିକ ସାହୁ ସ୍ମାରକୀ ମେଧା ଅନ୍ୱେଷଣ ପ୍ରତିଯୋଗିତା
ସୁଲସୁଲିଆସରକାରୀଉଚ୍ଚପ୍ରାଥମିକବିଦ୍ୟାଳୟରେସ୍ବର୍ଗତ କାର୍ତ୍ତିକ ସାହୁ ସ୍ମାରକୀ ମେଧା ଅନ୍ୱେଷଣ ପ୍ରତିଯୋଗିତାଭଟଲି ବ୍ଳକ ସୁଲ ସୁଲିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜିଦିନ ୧୧ ଟାରେ ସୁଲସୁଲିଆ ଗ୍ରାମର ସ୍ବର୍ଗତ କାର୍ତ୍ତିକ ସାହୁ ସ୍ମୁତିକମିଟି ପକ୍ଷରୁ ସ୍ବର୍ଗତ କାର୍ତ୍ତିକ ସାହୁ ସ୍ମାରକୀ ମେଧା ଅନ୍ୱେଷଣ ପ୍ରତିଯୋଗିତାଆରମ୍ଭ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନଵକୁମାର ବେହେରାଙ୍କ ସଭାପତିତ୍ୱରେ ଏକସଭା ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ବିଚିତ୍ର ନାୟକ ବିଦ୍ୟାଳୟର ବାର୍ଷିକବିବରଣୀ ପ୍ରଦାନ କରି ଥିଲେ। ଶିକ୍ଷକ ଭୁବନ ମୋହନ ମହାନ୍ତି ସଂଯୋଜନା କରିଥିଲେ।