ଚୌଦ୍ବାର: ଚୋରା ମଦ ବ୍ୟବସାୟୀ କୁ ଧୂମାବତୀ ଛକ ଅଞ୍ଚଳରୁ ଗୁରୁବାର ରାତିରେ ଗିରଫ କଲା ଚୌଦ୍ଵାର ଥାନା ପୋଲିସ
ଚୌଦ୍ଵାର ଅଞ୍ଚଳରେ କିଛି ଦିନ ହେବ ଅଭିଯୁକ୍ତ ଜଣକ ଚୋରାରେ ମଦ କାରବାର ଚଳାଇ ଆସୁଥିଲା, ଅଭିଯୋଗ ପାଇବା ପରେ ଗୁରୁବାର ରାତି ପ୍ରାୟ ୯ଟା ବେଳେ ଗିରଫ କରିଛି, ତା ନିକଟରୁ ୬୦ ଲିଟର ମଦ ପୋଲିସ ଜବତ କରିଛି