ତରାଶିଙ୍ଗୀ: ଗୋଛାବାଡି ଗ୍ରାମରେ ସାପ କାମୁଡାରେ ଯୁବତୀଙ୍କ ମୃତ୍ୟୁ
ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ନୂଆଁ ଗୋଛାବାଡ଼ି ଗ୍ରାମର ଗାଣ୍ଡୁ ପ୍ରଧାନ ଙ୍କ ସାନ ଝିଅ ପିଙ୍କି ପ୍ରଧାନ ଗତ ରାତିରେ ପରିବାର ସହ ଘରେ ସୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡି ଦେଇଥିଲା ଅଧିକ ଚିକିତ୍ସା ପାଇଁ ସ୍ଥାନୀୟ ନେଡିକାଲ ରୁ ରେଫର୍ ହୋଇ ବ୍ରହ୍ମପୁର ହସ୍ପିଟାଲ କୁ ଆଜି ସକାଳୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଚିକିସ୍ଥାଧିନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଥିବା ବେଳେ ଅପରାହ୍ନ ୩.୩୦ ସମୟରେ ଗାଁ ରେ ମୃତ ଦେହ ପହଁଚିଲା । ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।