ଭଞ୍ଜନଗର: ସୋମ୍ୟାଶ୍ରୀଙ୍କ ଆତ୍ମଦାହ ଘଟଣାକୁ ନେଇ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା, ଭଞ୍ଜନଗରରେ ବସିଲା ପ୍ରସ୍ତୁତି ବୈଠକ
Bhanjanagar, Ganjam | Jul 16, 2025
ବାଲେଶ୍ୱର ଜିଲ୍ଲାର ଝିଅ ସୌମ୍ୟଶ୍ରୀ ବିଶି ଅ।ତ୍ମଦାହ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏହାରି ପ୍ରତିବାଦରେ ଅ।ସନ୍ତାକାଲି ଓଡିଶା ବନ୍ଦ...