କୋଟପାଡ: କୁସୁମି ଛତୁଆ ନିର୍ମାଣ କାରଖାନାକୁ ପରିଦର୍ଶନ କଲେ ସ୍ଥାନୀୟ ବିଧାୟକ
Kotpad, Koraput | Aug 23, 2025 ଆଜି କୁସୁମି ଛତୁଆ ନିର୍ମାଣ କାରଖାନାରେ ପହଁଚିଲେ ସ୍ଥାନୀୟ ବିଧାୟକ ଆଜି କୁସୁମି ଛତୁଆ ନିର୍ମାଣ କାରଖାନାରେ ହଟାତ୍ ପହଞ୍ଚି ବିଧାୟକ ରୁପୁ ଭତ୍ରା ବିଭିନ୍ନ ପ୍ରକାର ଖାଦ୍ୟ ତନା ଘୋନା କରିବାସହ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଦିଆ ଯାଉଥିବା ଛତୁଆ ର ଗୁଣବତ୍ତାକୁ ନିଜେ ଯାଞ୍ଚ କରିଥିଲେ କାରଣ ଶିଶୁମାନଙ୍କ ପୋଷଣ ହିଁ ଆମର ପ୍ରଥମ କର୍ତ୍ତବ୍ୟ।ବୋଲି କହିଥିଲେ ପ୍ରତେକ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ସଠିକ ଖାଦ୍ୟ ଦିଆଯାଉ ବୋଲି କହିଥିଲେ ବିଧାୟକ