ବିଦ୍ୟୁତ କେବୁଲ ଚୋରି ରେ ଜଣେ ଅଟକ ଆଜି 13 ତାରିଖ ଶନିବାର ଅପରାହ୍ନ 4ଟାରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମ ଠାରେ ବିଦ୍ୟୁତ ବିଭାଗ ପକ୍ଷରୁ ଚଢ଼ାଉ କରି ବିଦ୍ୟୁତ କେବୁଲ କାଟି ନେଇଥିବା ଚୋର କୁ ଏଫ ଆଇ ଆର କରାଯାଇଛି.।ମିଳିଥିବା ସୂଚନା ଅନୁଯାୟୀ ଚିଚିଆ ଗ୍ରାମର ଜଣେ ଜୈନିକ ବ୍ୟକ୍ତି ସେ ଗତକାଲି ଶୁକ୍ରବାର ସାନ୍ଧ୍ୟ ସମୟରେ ନିଜ ଖଲା କୁ ଯାଉଥିଲେ ସେଠାରେ କିଛି ଯୁବକ ଗ୍ରାମର ବଡ ଜୋର ନିକଟ ଥିବା ଏକ ବିପିଏଲ ବିଦ୍ୟୁତ ଖୁଣ୍ଟ ରୁ କେବୁଲ କାଟୁ ଥିବା ଦେଖିଥିଲେ ଓ ସେମାନଙ୍କୁ କାହିଁକି କେବୁଲ କାଟିଛ ତୁମକୁ କାଟିବାକୁ କିଏ ନିର୍ଦେଶ ଦେଲେ ବୋଲି କହିଥିଲେ। ଆମେ ଚିଚିଆ