ବୀରମହାରାଜପୁର: କେଉଟିପାଲି ଛକ ନିକଟରେ ବିରାଟ ଗଛ ପଡି ରାସ୍ତା ଅବରୋଧ, କାଟି ସଫା କଲା ଉଲୁଣ୍ଡା ଅଗ୍ନିଶମ ବାହିନୀ
Biramaharajpur, Subarnapur (Sonepur) | Jul 24, 2025
ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତାର କେଉଟିପାଲି ନିକଟରେ ଗତକାଲି ବିଳମ୍ବିତ ରାତି ତଥା ରାତି ପ୍ରାୟ 11ଟ 30ମିନିଟ ସମୟରେ ଏକ ବିରାଟ ଗଛ ପଡି...