ନବରଙ୍ଗପୁର ଜିଲ୍ଲା ସଦର ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଶିବିର ଠାରେ ଆରବି ଆଇ ପକ୍ଷରୁ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ l ମୋଟା ମୋଟି ଭାବେ ସମସ୍ତ ଜନସାଧାରଣ କିପରି ବ୍ୟାଙ୍କ ସହ ଯୋଡ଼ିତ ହେବେ l ବନ୍ଦ ରହିଥିବା ବ୍ୟାଙ୍କ ଖାତା କିପରି ଆକ୍ଟିଭ କରାଯିବ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ କିପରି ଅଧିକରୁ ଅଧିକ ଯଦଡି ହେବେ, ସାମାଜିକ ସୁରକ୍ଷା ବୀମା ଯୋଜନା ଯାହାକି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟତି ବୀମା ଯୋଜନା, ଅଟଳ ପେନସନ ଯୋଜନା କୁ କୁ ନେଇ ବିଶେଷ ଆଲୋଚନା କରାଯାଇଥିଲା l