Public App Logo
Jansamasya
National
Delhi
Digitalindia
Pmmsy
Matsyasampadasesamriddhi
Fitwithfish
Nfdp
Fisheries
Didyouknow
Constitutionday
Samvidhandivas
Indianconstitution
Fidfimpact
Kisancreditcard
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri

ଧର୍ମଗଡ: ଆମପାଣି ଘାଟି ରେ ଟ୍ରକ ଦୁର୍ଘଟଣା, ଡ୍ରାଇଭର ମୃତ, ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର

Dharamgarh, Kalahandi | Nov 27, 2025
ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ଟ୍ରକ ଟି ଘାଟି ର ୨୦ ଫୁଟ ତଳେ ପଡିଥିବା ବେଳେ ଟ୍ରକ ଡ୍ରାଇଭର ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଆମପାଣି ଥାନାରେ ପରିବାର ଲୋକେ ଏତଲା ଦେଲା ପରେ ପୋଲିସ କେଶ ନମ୍ବର ୧୦୪/୨୫ ରେ ଏକ ମାମଲା ରୁଜୁ କରି କୋକସରା ଡାକ୍ତରଖାନା ରେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରିଥିଲେ।

MORE NEWS