ବୀରମହାରାଜପୁର: ଷଣ୍ଢl ସ୍ଥିତ ଧନୁଯାତ୍ରାରେ ତିର ମାଧ୍ୟମରେ ଚାଲିଥିବା ଜୁଆଆଡ୍ଡାରେ ଚଢାଉ, ଜୁଆ ସାମଗ୍ରୀ ଜବତ,ଥାନା ରେ ମାମଲା ରୁଜୁ
ବୀରମହାରାଜପୁର ଥାନା ଅନ୍ତର୍ଗତ ଷଣ୍ଢl ସ୍ଥିତ ଧନୁଯାତ୍ରା ରେ ତିର ମାଧ୍ୟମରେ ଚାଲିଥିବା ଜୁଆଆଡ୍ଡାରେ ଚଢାଉ, ଥାନା ରେ ମାମଲା ରୁଜୁ l ସୂଚନା ଅନୁସାରେ ଷଣ୍ଢl ଠାରେ ତାରିଖରୁ ଧନୁଯାତ୍ରା ଚାଲିଛି l ତେବେ ସେଠାରେ ତୀର ମାଧ୍ୟମରେ ଜୁଆ ଖେଲ ଚାଲିଥିଲା l ଖବର ପାଇ ପୁଲିସ ଜୁଆ ଅଦ୍ଦରେ ଚଢାଉ କରି ଜୁଆ ସାମଗ୍ରୀ ସହ ନଗତ 700 ଟଙ୍କା ଜବତ କରି ଛି l ଏନେଇ ଏନେଇ ଜୁଆ ଖେଳାଉଥିବା ଅନନ୍ତ ସାହଙ୍କ ନାମରେ ରାତି ପ୍ରାୟ 10 ଟା 27ରେ ଏକ ମାମଲା 246/25ରୁଜୁ କରିଥିବା ନେଇ ଆଜି ସକାଳ 8ତା 45 ମିନିଟ ସମୟରେ ସୂଚନା ମିଳିଛି l