ଦିନ ଅନୁଗୋଳ ଜିଲ୍ଲା ପାଳ ଙ୍କର ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସକାଳ 10.30 ରୁ ଆରମ୍ଭ ହୋଇ ଅପରାହ୍ନ 2 ଟା ରେ ସମାପ୍ତ ହୋଇଥିଲା ଏଥିରେ ଜିଲ୍ଲାପାଳ ମହମଦ ଅଖତର ଯୋଗ ଦେଇ ୩୬ ଟି ଅଭିଯୋଗ ଶୁଣାଣୀ କରିଥିଲେ । ଏ ଥିସହ କିପରି ସମସ୍ତ ଅଭିଯୋଗ ଗୁଡିକ ଶୀଘ୍ର ସମାଧାନ ହେବ ସେ ନେଇ ବିଭାଗୀୟ ଅଧିକାରୀ ମାନ ଙ୍କୁ ନିର୍ଦେଶ ଦେଇଥିଲେ । ଏଥିରେ ଅନ୍ୟତମ ଭାବରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ବବିତା ପ୍ରଧାନ ,