ଛତ୍ରପୁର: ଉଚ୍ଚ ସ୍ତରୀୟ କମିଟି ଗଠନ କରି ବିଇଏମସିର ଖର୍ଚ୍ଚ ତଦାରଖ କରାଯାଉ, ବ୍ରହ୍ମପୁର ଠାରେ ଏଭଳି କହି ପ୍ରତିକ୍ରିୟା ରଖିଲେ ବରିଷ୍ଠ ଆଇନଜୀବୀ
Chhatrapur, Ganjam | Jul 23, 2025
ବ୍ରହ୍ମପୁର ମହାନଗର ନିଗମରେ ବହୁ ସରକାରୀ ଅନୁଦାନ ଆତ୍ମସାତ ହେଉଛି। ବିଭିନ୍ନ ଯୋଜନାରେ ହରିଲୁଟ୍ ହେଉଛି। ଗତକାଲି ବ୍ରହ୍ମପୁର ମହାନଗର ନିଗମର...