ବ୍ଲକ ଅଧକ୍ଷ ଙ୍କ ବାସଭବନରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି 21ତାରିଖ ରବିବାର ସକାଳ 10ଟାରୁ ମଧ୍ୟାହ୍ନ 1ଟା ଯାଏ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ଙ୍କ ଡୁଡକେଲ ସ୍ଥିତ ବାସଭବନରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଜନଶୁଣାଣୀ ରେ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଲୋକେ ନିଜ ନିଜ ସମସ୍ୟା ଧରି ବ୍ଲକ ଅଧକ୍ଷ ଙ୍କ ଦ୍ଵାରସ୍ତ ହେଲାପରେ ତୁରନ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଯୋଗାଯୋଗ କରି ତୁରନ୍ତ ସମସ୍ୟା ଗୁଡିକର ସମାଧାନ କରିଥିଲେ