ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡ଼ା ଗଡ ପଞ୍ଚାୟତ ଅଧିନସ୍ଥ ଭୁଞ୍ଜପଦର ଗାଁ ରେ ଗତ 2023 ମସିହାରେ ମଶାଣି ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପୁଣି କାମ ମଧ୍ୟ ଆରମ୍ଭ ହେଲା । କିନ୍ତୁ ଅଧା କାମ ହେଲା ବାକି କାମ 2, ବର୍ଷ ବିତିଯାଇଥିଲେ ସୁଦ୍ଧା କାମ ସରିବାର ନାମ ନେଉ ନାହିଁ ବୋଲି ଆଜି ଦିନ ୩ଟା ସମୟରେ ପ୍ରତିକ୍ରିୟା ଦେଇଛନ୍ତି ଗ୍ରାମବାସୀ।