ହାଇସ୍କୁଲ ଛାତ୍ର ଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ଦେବା ପାଇଁ ପୂର୍ବ ସରକାରରେ 5t ଯୋଜନାରେ ସ୍କୁଲ ଗୁଡିକୁ ରୂପାନ୍ତର କରି ସ୍ମାର୍ଟ କ୍ଲାସ ର ବ୍ୟବସ୍ତା କରିଛନ୍ତି । କିନ୍ତୁ ଆଜିବି ଅନେକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରେ ବସି ପାଠ ପଢିବା ସୁଯୋଗ ପାଇନାହାନ୍ତି । ପୁରୁଣା ଟିଣ ଘରେ ଚାଲିଛି କ୍ଲାସ ।ବର୍ଷା ହେଲେ ଟିଣ ରୁ ପାଣି ଗଳୁଛି। ଖରାରେ ଅସହ୍ୟ ଗରମ ରେ ଛଟପଟ ଛାତ୍ରଛାତ୍ରୀ । ଏଠି କମ୍ପ୍ୟୁଟର ନାହିଁ କି ସାଇନ୍ସ ଲ୍ୟାବ ନାହିଁ।ଏ ଯାଏଁ ଆରମ୍ବ ହୋଇନି