ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାପାଳ ଅଫିସ ଠାରେ ସାମ୍ୱାଦିକଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ
Baripada M, Mayurbhanj | Jul 28, 2025
ମୟୁରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଭୁତି ଭୂଷଣ ନାୟକଙ୍କୁ କାର୍ଯ୍ୟରତ ସାମ୍ବାଦିକ ଦ୍ଵାରା ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି।...