କଟକ ପୌରାଞ୍ଚଳ: କଟକ ଶେଖବଜ଼ାର ସ୍ଥିତ ଉର୍ଦୁ ଟ୍ରେନିଂ ସ୍କୁଲଠାରେ ରବିବାର ହ୍ୟୁମାନୀଟି ଫାଷ୍ଟ ଚାରିଟେବଲ ଟ୍ରଷ୍ଟ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ।
Cuttack M Corp PS, Cuttack | Jul 27, 2025
କଟକ ଶେଖବଜ଼ାର ସ୍ଥିତ ଉର୍ଦୁ ଟ୍ରେନିଂ ସ୍କୁଲ ଠାରେ ହ୍ୟୁମାନୀଟି ଫାଷ୍ଟ ଚାରିଟେବଲ ଟ୍ରଷ୍ଟ ଆନୁକୁଲ୍ୟରେ ରକ୍ତଦାନ ଶିବିର ରବିବାର ଦିନ ୧୦ ଟା...